କୋର୍ଟ ଯିବେ ଉନ୍ମୟଙ୍କ ପରିବାର: କୁଆଖାଇ ନଦୀପଠାରୁ ଯୁବକଙ୍କ ଅଧାପୋଡ଼ା ଶବ ମିଳିବା ଘଟଣା

ଆସିଲା ଫରେନ୍‌ସିକ୍‌ ରିପୋର୍ଟ, ଲାପଟପ୍‌ରୁ ଭିଡିଓ ଡିଲିଟ୍‌ କରାଯାଇଛି ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦପୀଠାରେ ଉନ୍ମୟ ପାଢ଼ୀଙ୍କ ହତ୍ୟା ଘଟଣାକୁ ଦୁଇ ସପ୍ତାହ ହୋଇ ଗଲା। କିନ୍ତୁ ପୁଲିସ ଏଯାଏ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରିଲା ନାହିଁ। ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉନ୍ମୟଙ୍କ ବଡ଼ ଭାଇ ଚିନ୍ମୟ। କହିଛନ୍ତି ଖୁବ୍‌ ଶୀଘ୍ର ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ। … Continue reading କୋର୍ଟ ଯିବେ ଉନ୍ମୟଙ୍କ ପରିବାର: କୁଆଖାଇ ନଦୀପଠାରୁ ଯୁବକଙ୍କ ଅଧାପୋଡ଼ା ଶବ ମିଳିବା ଘଟଣା